ଅଲିମ୍ପିକ୍ସ: ହକି ଫାଇନାଲ ଟିକେଟ୍ ପାଇଁ…
ଓଏଲ୍ ବ୍ୟୁରୋ: କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସର ଆଜି ହେଉଛି ୧୧ତମ ଦିନ। ଆଜିର ଦିନ ଭାରତୀୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ପ୍ୟାରିସ୍ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରୁଥିବା ଭାରତୀୟ ହକି ଦଳ ଆଜି ସେମି ଫାଇନାଲ ମୁକାବିଲା ଖେଳିବ। ବିଶ୍ବ ର୍ୟାଙ୍କିଙ୍ଗର ୪ର୍ଥ ସ୍ଥାନରେ ଥିବା…