Odisha Link
Bridging the Missing Links in Odisha
Browsing Tag

Indian Railways

ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ…

ଓଏଲ୍‌ ବ୍ୟୁରୋ: ରେଳ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ରେଳ ମନ୍ତ୍ରଣାଳୟ ନେଇ ଐତିହାସିକ ପଦକ୍ଷେେପ। ଦେଶରେ ଆରମ୍ଭ ହୋଇଛି କବଚ ୪.୦। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ଉଦଘାଟନ କରିଛନ୍ତି। ଭାରତ ରେଳବାଇର ମିଶନ ରଫତାର…

ପଶ୍ଚିମବଙ୍ଗରେ ଗଡିବ ପ୍ରଥମ ବନ୍ଦେ ଭାରତ…

ଓଏଲ୍‌ ବ୍ୟୁରୋ : ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ ପଶ୍ଚିମବଙ୍ଗରେ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୩୦ତାରିଖରୁ ହାୱଡା ଓ ଜଲପାଈଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବାର ସୂଚନା ମିଳିଛି। ରେଳବିଭାଗର ସୂଚନା କ୍ରମେ ଏହାର ପ୍ରଥମ ଟ୍ରାଏଲ ରନ ଶେଷ…

ବଜେଟ ୨୦୨୧-୨୨ : ରେଳବାଇ ପାଇଁ ୧, ୧୦,…

ନୂଆଦିଲ୍ଲୀ: ଆଜି ସଂସଦରେ ଚାଲିଛି ବଜେଟ ଉପସ୍ଥାପନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ। ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ରହିଛି। ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ…