ଦୁର୍ବଳ ହେଉଛି ଟଙ୍କାର ମୂଲ୍ୟ
ମୁମ୍ବାଇ: ବର୍ତ୍ତମାନ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଟଙ୍କା ମୂଲ୍ୟକୁ ସହ ପରିପୂରକ ଥବା ଅଭିବୃଦ୍ଧି ହାର କମୁଥିବାରୁ ଏହାର ମୂଲ୍ୟ ପ୍ରଭାବିତ ହେଉଛି। ଅଭିବୃଦ୍ଧି କମିଲେ ପୁଞ୍ଜିନିବେଶ ଆସିବା କମିଯିବ ଯାହାର ପ୍ରଭାବରେ ଟଙ୍କା ଦୁର୍ବଳ ହୋଇପଡ଼ିବ ବୋଲି…