ଭାରତୀୟ ବୈଜ୍ଞାନିକ ଆବିଷ୍କାର କଲେ…
ନୂଆଦିଲ୍ଲୀ: ଦିନକୁ ଦିନ ନିଜର କାୟା ବିସ୍ତାର କରି ଅଣାୟତ୍ତ କଲାଣି କରୋନା ଭାଇରସ। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଭେକସିନ ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଥିବା ବେଳେ ଅଷ୍ଟ୍ରେଲିଆର ଏକ ଗବେଷଣା ସଂସ୍ଥାରେ ଜଣେ ପ୍ରବାସୀ ଭାରତୀୟ କରୋନାର ପ୍ରତିଷେଧକ ଆବିଷ୍କାର…