ଇନ୍ଦିରାଙ୍କ ଭଳି ମହିଳାଙ୍କ ଗର୍ଭରୁ…
ମୁମ୍ବାଇ: ନିଜ ଫିଲ୍ମ ଏବଂ କଡ଼ା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦେଶରେ ଏବେ ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ କଙ୍ଗନା ବି ଏଥିରେ ସାମିଲ ହୋଇ ନିଜର କଡା ଆଭିମୁଖ୍ୟ ଜାହିର କରିଛନ୍ତି। ନିକଟ ଅତୀତରେ ବରିଷ୍ଠ ଆଇନଜୀବୀ…