Odisha Link
Bridging the Missing Links in Odisha
Browsing Tag

industry

କରୋନା: କଳକାରଖାନା କର୍ମଚାରୀଙ୍କ ପାଇଁ…

ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ମୁତାବକ କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ଯେପରି ହାତ ଧୋଇବେ ଏବଂ ସଫା ସୁତରା…

ଶିଳ୍ପ ପାଇଁ ୫୯୯ ହେକ୍ଟର ଜଙ୍ଗଲ ନଷ୍ଟ

ଭୁବନେଶ୍ବର: ୨୦୧୧ ମସିହାରେ ରାଜ୍ୟରେ ୫୮୧୩୬ ବର୍ଗ କିମି ଜଙ୍ଗଲ ଥିଲା। ୨୦୧୦ ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ଦଶଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ବିକାଶ ନାଁରେ ଗଛ କାଟି ନଷ୍ଟ ହେଉଛି ଜଙ୍ଗଲ। ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର…

‘ମେକ୍‌ ଇନ୍‌ ଓଡିଶା’ରେ…

ଭୁବନେଶ୍ବର: ଓଡିଶାକୁ ୨୦୧୬ ଏବଂ ୨୦୧୮ରେ 'ମେକ୍‌ ଇନ୍‌ ଓଡିଶା'ର ଦୁଇ ଗୋଟି ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨୮୬ଟି ପ୍ରସ୍ଥାବ ଆସିଥିଲା। ୨୦୧୬ ସଂସ୍କରଣରେ ୮୪ଟି ଏବଂ ୨୦୧୮ ସଂସ୍କରଣରେ ୨୦୨ ଟି ପ୍ରସ୍ତାବ ଆସିଥିଲା। ଏହି ମାଧ୍ୟମରେ ୬,୨୬,୩୪୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ…