ଅବହେଳା କଲେ ସଂକ୍ରମଣ ବଢିବ: ଆଇଏଲଏସ୍…
ଭୁବନେଶ୍ୱର: ଓଡିଶାରେ ଆଗକୁ ସଂକ୍ରମଣ ସଂଖ୍ୟା କମିବ। ଏନେଇ ଆଜି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ସେପ୍ଟେମ୍ବର ୧୧ରୁ ୨୫ ତାରିଖ ଯାଏଁ ସଂକ୍ରମଣ ୪୨୦୦ ଯାଇଥିଲା। ବର୍ତ୍ତମାନ ଟେଷ୍ଟିଂ କମିନି ମାତ୍ର ସେପ୍ଟେମ୍ବର ୨୫ରୁ ସଂକ୍ରମଣ ହାର କମିଛି। ପଜିଟିଭ୍ ହାର ୫%ରୁ…