ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ…
ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ୍ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଛି। ଏହି ବିଲ ଅନୁଯାୟୀ କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି।
ବିଲ୍ ପାରିତ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ…