ଦୁନିଆସାରା ଠପ୍ ରହିଲା ଇନଷ୍ଟାଗ୍ରାମ୍…
ନୂଆଦିଲ୍ଲୀ: ସୋଶିଆଲ ନେଟଓ୍ବାର୍କିଙ୍ଗ୍ ସାଇଟ୍ ଫେସବୁକ ଓ ଇନଷ୍ଟାଗ୍ରାମ୍ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଗୁରୁବାର ରାତିରେ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ସମାୟିକ ସମୟ ପାଇଁ ବନ୍ଦ ହୋଇ ଯାଇଥିଲ।। ଲୋକ ମାନେ କିଛି ସମୟ ପାଇଁ ଏହି ୨ଟି ଆପ୍ରେ ଲଗ ଇନ୍ କରିବା ନେଇ ଅସୁବିଧାର ସମ୍ମୁଖୀନ…