Odisha Link
Bridging the Missing Links in Odisha
Browsing Tag

Intelligence Bureau

ଦିଲ୍ଲୀ ହିଂସା: ଗୁଇନ୍ଦା ଅଧିକାରୀଙ୍କ…

ନୂଆଦିଲ୍ଲୀ: ‘ସିଏଏ’ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିବା ବେଳେ ଚାନ୍ଦବାଗ ଅଞ୍ଚଳରେ ଜଣେ ଅଣ୍ଡର ଟ୍ରେନିଂ ଗୁଇନ୍ଦା ଅଫିସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଫିସର ଜଣଙ୍କ ହେଉଛନ୍ତି ଅଙ୍କିତ ଶର୍ମା ନାମକ। ୨୬ ବର୍ଷିୟ ଅଙ୍କିତ ଇଣ୍ଟଲିଜେନ୍ସ…

ପୁଣି ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିପାରେ…

ଶ୍ରୀନଗର: ପୁଣି ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିପାରେ ‘ଜୈଶ୍‌-ଏ-ମହମ୍ମଦ’ର ‘ଗଜନବି ଫୋର୍ସ’। ‘ଜୈଶ୍‌-ଏ-ମହମ୍ମଦ’ ଆତଙ୍କବାଦୀ ସଂଗଠନ ‘ଗଜନବି ଫୋର୍ସ’ ନାମରେ ଏକ ନୂଆ ଦଳ ଗଠନ କରିଛି ଯାହାର ନଜର ସେନା ସୁରକ୍ଷା ବଳଙ୍କ ଉପରେ ରହିଛି। ଏହି ‘ଗଜନବି ଫୋର୍ସ’କୁ ଆତଙ୍କବାଦୀ ଆକ୍ରମଣ ପାଇଁ ଉତ୍ତମ ତାଲିମ…

ଆରଏସ୍ଏସ୍‌ର ବରିଷ୍ଠ କର୍ମୀ ଓ…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍ )ର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଏହାର କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ପୁଲିସକୁ ସୂଚିତ କରାଯାଇଛି। ବିଦେଶର କେତେକ ବଡ଼ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଛି ଆରଏସ୍ଏସ୍ ବରିଷ୍ଠ…