ରୋହିତ ଶର୍ମାଙ୍କ ନୂଆ କୀର୍ତ୍ତିମାନ
ଓଏଲ୍ ବ୍ୟୁରୋ: ବିଶ୍ବ କ୍ରିକେଟରେ ନୂଆ କୀର୍ତ୍ତିମାନ ହାସଲ କଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟର ପ୍ରଥମ ଇନିଂସରେ ୩୫ ରନ୍ କରି ଆଉଟ ହୋଇଛନ୍ତି ରୋହିତ। ହେଲେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ। ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ…