ଆନ୍ତର୍ଜାତିକ ଧଳାବାଡ଼ି ଦିବସ ପାଳିତ
ଭୁବନେଶ୍ୱର: ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ସମନ୍ୱିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଭିନ୍ନକ୍ଷମମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାର ସରଳୀକରଣ କରାଯିବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ…