Odisha Link
Bridging the Missing Links in Odisha
Browsing Tag

IPL 2020

ଆଇପିଏଲ୍‌ ୨୦୨୦: ଫାଇନାଲରେ ମୁହାଁମୁହିଁ…

 ଦୁବାଇ: ଚଳିତ ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ଗତକାଲି ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତବର୍ଷ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା କାଲି ଫାଇନାଲରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ…

IPL ୨୦୨୦: ୧୧ ବର୍ଷ ପରେ ମିଳିତ ଭାବେ…

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ଚଳିତ ବର୍ଷ ଆଇପିଏଲ ଲିଗ୍। ଆଉ ଗୋଟାଏ ମ୍ୟାଚ ପରେ ଶେଷ ହେବ ଚଳିତ ଆଇପିଏଲର ଲିଗ୍‌ ପର୍ଯ୍ୟାୟ। ଏଥିସହିତ ୩ଟି ଦଳ ପ୍ଲେ ଅଫ‌କୁ ପ୍ରବେଶ କରି ସାରିଲେଣି। ଆଜି ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହ୍ରାଇଦ୍ରବାଦ ମ୍ୟାଚ ଉପରେ ମଧ୍ୟ ସମସ୍ତଙ୍କ ନଜର…

ଶିଖର ଧାଓ୍ବନଙ୍କ ନାମରେ ନୂଆ ରେକର୍ଡ,…

ଦୁବାଇ: ଚଳିତ ଆଇପିଏଲ ସିଜିନରେ ଗୋଟିଏ ପରେ ଗୋଟିଏ ରେକର୍ଡ ବର୍ଷା ହେଉଛି। ମଙ୍ଗଳବାର ଆଉ ନୂଆ ରେକର୍ଡ ରଚିଲେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ବନ। ଚଳିତ ସିଜିନରେ ଦମଦାର ଫର୍ମରେ ଥିବା ଧାଓ୍ବନ ମଙ୍ଗଳବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ଶତକ ଅର୍ଜନ କରିଛନ୍ତି। ଦୁବାଇ…

ଆଇପିଏଲ ଇତିହାସରେ ନୂଆ ରେକର୍ଡ, ପ୍ରଥମ…

ଅବୁଧାବି: ସୋମବାର ଆଇପିଏଲ ଲିଗର ୩୭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଥିଲେ। କର ବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସିଏସ୍‌କେକୁ ମାତ୍‌ ଦେଇ ବିଜିୟ ହାସଲ କରିଛି। ଚେନ୍ନାଇର ୧୨୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୭.୩ ଓଭରରେ ଟାର୍ଗେଟ ହାସଲ…

IPL-2020: ପ୍ରଥମ ବିଦେଶୀ ଖେଳାଳି ଭାବେ…

ଦୁବାଇ: ବିଦେଶରେ ଚାଲିଛି ଫଟାଫଟ କ୍ରିକେଟ ଲିଗ୍‌ ଆଇପିଏଲ। ଖେଳାଳି ମାନେ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ନିଜ ନାମରେ କରୁଛନ୍ତି। ସେହି କ୍ରମରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଆଇପିଏଲ ଇତିହାସରେ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଡେଭିଡ ୱାର୍ଣ୍ଣର ଚଳିତ ଆଇପିଏଲ୍‌ରେ…

ଆଇପିଏଲ ଇତିହାସରେ ପ୍ରଥମ: ଗୋଟିଏ ଦିନରେ…

ଦୁବାଇ: ରୋମାଞ୍ଚକ ସ୍ଥିତିରେ ଫଟାଫଟ୍‌ କ୍ରିକେଟ୍‌ ଲିଗ୍‌ ଆଇପିଏଲ। ରବିବାର ଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ପାଇଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ଗୋଟିଏ ଦିନରେ ତିନୋଟି ସୁପର ଓଭର ଦେଖିବାକୁ ମିଳିଛି। ଦିନର ପ୍ରଥମ ମ୍ୟାଚ୍‌ରେ ଗୋଟିଏ ସୁପର ଓଭର ହୋଇଥିବା ବେଳେ ମୁମ୍ବାଇ ଓ…

ଆଇପିଏଲରେ ଦ୍ରୁତତମ ବଲ ପକାଇଲେ ଏହି…

ଦୁବାଇ : ୟୁଏଇରେ ଚାଲିଛି ଫଟାଫଟ୍‌ କ୍ରିକେଟ ମହାସମର। ଏଥିସହିତ ଚଳିତ ଆଇପିଏଲ ସିଜିନର ୨ୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇ ସାରିଛି। ବର୍ତ୍ତମାନ ରୋମାଞ୍ଚକ ସ୍ଥିତିରେ ଆଇପିଏଲ୍‌ ୨୦୨୦। ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନରିଚ୍ ନର୍ଜେ ଆଇପିଏଲ୍‌ର ଦ୍ରୁତତମ ବଲ୍‌…

IPL ୨୦୨୦: ନୂଆ ମାଇଲଖୁଣ୍ଟ ଛୁଇଁଲେ…

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ରୋହିତ ଶର୍ମା। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନିଜର ଆଇପିଇଲ କ୍ୟାରିୟରରେ ୧୫୦ ତମ ମ୍ୟାଚ୍‌ ଖେଳିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ମ୍ୟାଚ୍‌ ପୂର୍ବରୁ ମୁମ୍ବାଇ…

ଆଇପିଏଲ-୨୦୨୦: ଆହାତ ଭୁବିଙ୍କ ସ୍ଥାନ…

ଦୁବାଇ: କରୋନା କାଳରେ ଜମୁଛି ଆଇପିଏଲ-୨୦୨୦। ଅନ୍ୟପଟେ ଆହତ ଯୋଗୁଁ ଚଳିତବର୍ଷ ଆଇପିଏଲରୁ ଆହତ ପାଇଁ ବାଦ ପଡ଼ିଲେଣି ୨ ଖେଳାଳି। ଆଇପିଏଲ୍‌ର ଅନ୍ୟତମ ଦଳ ସନରାଇଜର୍ସ ହାଇଦ୍ରାବାଦ‌ ଦଳରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ସ୍ଥାନରେ ୨୨ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ପୃଥ୍ବୀ ରାଜ ୟାରାଙ୍କୁ ସାମିଲ…

ଆଇପିଏଲ୍ ୨୦୨୦: ଉଦଘାଟନୀ ମ୍ୟାଚ୍ ଦେଖିଲେ…

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୦ ଗତ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହୋଇଯାଇଛି। ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅନେକ ବିଳମ୍ବ ପରେ, ବିସିସିଆଇ ଶେଷରେ ଆଇପିଏଲ୍‌-୨୦୨୦ ପାଇଁ ଗଲ୍‌ଫ ରାଷ୍ଟ୍ରକୁ ଏକ ସମ୍ଭାବ୍ୟ ବିକଳ୍ପ ଭାବରେ ଚିହ୍ନଟ କରିଥିଲା। କ୍ରିଡ଼ାପ୍ରେମୀ ଦର୍ଶକ ଓ…