Odisha Link
Bridging the Missing Links in Odisha
Browsing Tag

IPS

ଦିନେ ବିବାଦରେ ଫସିଥିଲେ, ଏବେ କେନ୍ଦ୍ରୀୟ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ଚର୍ଚ୍ଚିତ ଆଇପିଏସ୍‌ ଆଶିଷ ସିଂହ। ଇଣ୍ଡୋ ତିବୋତାନ ବୋର୍ଡ ପୁଲିସର ଆଇଜି ଭାବେ ଯୋଗ ଦେବେ ଆଶିଷ ସିଂହ। ସେ ୫ ବର୍ଷ ଯାଏଁ ଏହି ପଦବୀରେ ରହିବେ। ଏହାସହ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ…

ଫସିବେ ଆଇପିଏସ୍ ଆଶିଷ ସିଂହ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ ନେଇଥିଲେ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର। ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟରେ ଉଲ୍ଲେଖ ରହିଛି ଯେ…

ଆଇପିଏସ୍‌ ସ୍ତରରେ ଅଦଳବଦଳ, ସରକାରୀ…

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ସରକାରୀ ପ୍ରେସ ନିର୍ଦ୍ଦେଶକ ହେଲେ ଅରୁଣ ରାୟ। ଜେଲ ବିଭାଗ ଡିଜି ଭାବେ ଅମୃତ ମୋହନ ପ୍ରସାଦଙ୍କୁ ଦାଇତ୍ୱ ମିଳିଛି। ଲଳିତ ଦାସ ହେଲେ ଏଚ୍‌ଆର୍‌ପିସି ଏଡିଜି। ପୂର୍ବରୁ ଲଲିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।…

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,…

ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ କରିଛନ୍ତି ବଡ଼ଧରଣର ଅଦଳବଦଳ।୫ ଜିଲ୍ଲାର ଆରକ୍ଷି ଅଧିକ୍ଷକଙ୍କ ସହ ମୋଟ ୧୮ ଜଣ ଆଇପିଏସ୍‌ଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଏସପି ବଦଳି ହୋଇ ମୟୂରଭଞ୍ଜ ଏସପି ହେଲେ ବି ଗଙ୍ଗାଧର। ସେହିପରି ମୁକେଶ ଭମୁ ହେଲେ ସମ୍ବଲପୁର ଏସପି। ମିତ୍ରଭାନୁ…

୩ଜଣ ଆଇପିଏସଙ୍କୁ ଡିଜି ପାହ୍ୟା

ଭୁବନେଶ୍ବର: ଆଜି ୩ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ୧୯୯୦ ମସିହାର ୩ଜଣ ଆଇପିଏସଙ୍କୁ ଆଜି ପଦୋନ୍ନତି ଦେଇଛନ୍ତି ସରକାର। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ୧୯୯୦ ବ୍ୟାଚ୍…

ନୂଆବର୍ଷ ପୂର୍ବରୁ IPS ସ୍ତରରେ ବଡ଼ଧରଣର…

ନୂଆବର୍ଷ ପୂର୍ବରୁ ଆଇପିଏଓସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡ଼ିଶା ସରକାର। ଯାହାଫଳରେ ବଦଳିଛନ୍ତି ୧୧ ଜିଲ୍ଲାର ଏସପି। ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ହେଲେ ଏସ୍‌ଏପି ଡିଆଜି। ସେହିପରି ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଜି । ଚରଣ ସିଂ ମିନା ଅଗ୍ନିଶମ ଓ ହୋମଗାର୍ଡ ଡିଆଜି ହୋଇଥିବା…

ଆଇପିଏସ୍‌ ଅଫସିରଙ୍କ ବିରୋଧରେ ଦେଶଦ୍ରୋହ…

ରାୟପୁର: ଆଇପିଏସ୍‌ ଅଫିସରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ। ଏପରି ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଘଟିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଳିତ ସପ୍ତାହରେ ନିଲମ୍ବିତ ହୋଇଥିବା ଆଇପିଏସ୍‌ ଜିପି ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ୍‌ ଦେଶଦ୍ରୋହ ମାମଲା ରୁଜୁ କରିଛି। ନିଲମ୍ବିତ ହେବା…

୬ ଜିଲ୍ଲାରେ ନୂଆ ଏସପି

ଭୁବନେଶ୍ବର: ୬ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ୍‌ ଏସ ଦେବଦତ୍ତ ସିଂହ ଏବଂ ତାଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ଦାୟିତ୍ବ ମିଳିଛି। ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି…

IPS ସ୍ତରରେ ବଡ଼ ଧରଣର ଅଦଳବଦଳ, କାହାକୁ…

ଭୁବନେଶ୍ବର: ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୧୯୯୦ ବ୍ୟାଚର ଆଇପିଏସ୍‌ ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ। ସେ ଏହା ପୂର୍ବରୁ ଓଏସପିଏଚଡ୍ବୁସିର ସିଏମଡି ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ୧୯୯୨ ବ୍ୟାଚର…

ବାତ୍ୟା ମୁକାବିଲା: ୫ ବରିଷ୍ଠ ଆଇଏଏସ୍‌,…

ଭୁବନେଶ୍ୱର: ଧୀରେ ଧୀରେ ମାଡ଼ି ମାଡ଼ି ଆସୁଛି ବାତ୍ୟା ୟଶ। ବାତ୍ୟା ୟଶ ଆସନ୍ତା ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ୟଶ୍ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକାରେ ବାତ୍ୟା ମୁକାବିଲା…