Odisha Link
Bridging the Missing Links in Odisha
Browsing Tag

Iran attack

ଆମେରିକା ଦୂତାବାସ ଉପରେ ପୁଣି ରକେଟ ମାଡ

ବାଗଦାଦ୍‌ : ଇରାନ୍‌ ସେନାର କମାଣ୍ଡର କାସିମ ସୁଲୋମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଇରାନ ପ୍ରତିଷୋଧ ପରାୟଣ ହୋଇ ପହିଛି ଓ ବାରମ୍ବାର ରକେଟ ଆକ୍ରମଣ କରୁଛି। ଗତକାଲି ବିଳମ୍ବିତ ରାତିରେ ବଗଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ଇରାନ ସେନା ରକେଟ ମାଡ କରିଛି। ଏହି ଆକ୍ରମଣରେ ହୋଇଥିବା…

ପୁଣି ଥରେ ଆମେରିକା ଉପରେ ଇରାନର ଆକ୍ରମଣ

ବାଗଦାଦ: ପୁଣି ଆମେରିକା ଉପରେ ଆକ୍ରମଣ କରୁଛି ଇରାନ। କାସିମ ସୋଲେମାନିଙ୍କ ହତ୍ୟା ପରେ ଆମେରିକା ଶାନ୍ତ ଥିବାବେଳେ ଇରାନ ବାରମ୍ବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାହିର କରୁଛି। ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଲଜାତାର ଆକ୍ରମଣ କରୁଛି। ଆଜି ଭୋର ସମୟରେ ପୁଣି ଥରେ ବାଗଦାଦରେ ଥିବା ଆମେରିକା ଦୂତାବାସ…

ଇରାନର ଦାବି: ୮୦ ‘ଆମେରିକୀୟ ଆତଙ୍କବାଦୀ’…

ଦୁବାଇ: ଇରାକ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ବେସ୍‌ ଉପରେ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଅନ୍ୟୂନ ୮୦ ଜଣ ‘ଆମେରିକୀୟ ଆତଙ୍କବାଦୀ’ ନିହତ ହୋଇଥିବା କଥା ବୁଧବାର ଦିନ ଇରାନ୍‌ର ସରକାରୀ ଟେଲିଭିଜନ୍‌ କହିଛି। କୌଣସି ଗୋଟିଏ ହେଲେ କ୍ଷେପଣାସ୍ତ୍ରକୁ…