Odisha Link
Bridging the Missing Links in Odisha
Browsing Tag

Iraq

ବିବାହ ଉତ୍ସବ ବେଳେ ମୃତ୍ୟୁର ତାଣ୍ଡବ,…

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିିଥିଲା ବାହାଘର। ହଠାତ୍‌ ଘଟିଲା ଭୟଙ୍କର ଅଘଟଣ। ଯାହାଫଳରେ ବର-କନ୍ୟା ସମେତ ଚାଲିଗଲା ୧୦୦ରୁ ଉର୍ଦ୍ଧ୍ବ ଜୀବନ। ଆଉ ୧୫୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତର ଇରାକର ନେନେଭାରେ ଘଟିଥିବା ଜଣାଯାଇଛି। ଇରାକର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି…

ଇଦ୍‌ରେ କୋରାନ୍ ପୋଡ଼ିଲେ ପ୍ରବାସୀ ଇରାକୀ

ଓଏଲ୍‌ ବ୍ୟୁରୋ: ଗତକାଲି ଥିଲା ମୁସଲିମ ମାନଙ୍କର ପର୍ବ ଇଦ୍‌। ଏହି ଅବସରରେ ସ୍ୱିଡେନରେ ପବିତ୍ର ଗ୍ରନ୍ଥ କୋରାନକୁ ପୋଡିଦେବା ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରବାସୀ ଇରାକୀ ଏକ ମସଜିଦ ବାହାରେ ଇସଲାମୀୟ ଗ୍ରନ୍ଥ କୋରାନରେ ନିଆଁ ଲଗାଇ ଦେଇଛନ୍ତି। ଯାହାକୁ ନେଇ ଚହଳ ସୃଷ୍ଟି ହୋଇଛି। ସାଲୱାନ ମୋମିକା,…

ଇରାକରେ ଆତ୍ମଘାତୀ ବିସ୍ଫୋରଣ: ୩୦ମୃତ,…

ଇରାକ: ଇରାକରେ ଆତ୍ମଘାତୀ ବିସ୍ଫୋରଣ। ଆଜି ଇରାକର ବାଘଦାଦରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଇରାକର ଖୋଲା ସ୍ଥାନରେ ଥିବା ଏକ କପଡ଼ା ମାର୍କେଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩ଜଣ ଆହତ ହୋଇଛନ୍ତି। କରୋନା କଟକଣା ହୋହଳ ହେବା ପରେ ବାଘଦାଦ…

ଆମେରିକା ବାୟୁସେନା ଘାଟିରେ ଇରାନର…

ବାଗଦାଦ: ଆମେରିକାର ଅକ୍ରମଣରେ ଇରାନ ସେନା କୁଦ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ୍ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଇରାନ। ଆମେରିକା ଇରାନ ଉପରେ କରିଥିବା ଆକ୍ରମଣର କଡ଼ା ଜବାଦ ଦେଇ ଇରାନ। ଇରାକରେ ଥିବା ଆମେରିକାର ୨ଟି ବାୟୁସେନା ଘାଟି ଉପରେ ଇନରାନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ…