ବିଜୁ ଯୁବ ବାହିନୀ ଅର୍ଥର ଅଡ଼ିଟ୍ କରାଯାଉ:…
ଭୁବନେଶ୍ୱର: ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି ବିଜୁଯୁବ ବାହିନୀ ଗଠନ କରିଥିଲେ। ଓଡ଼ିଶା ଲୋକଙ୍କ ଝାଳବୁହା ପଇସା ଓ କରଦାତାଙ୍କ ଟିକସ ଅର୍ଥରେ ନିଜ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଶାସକ ବିଜେଡି ଯୁବକମାନଙ୍କୁ ବ୍ୟବହାର କରିଥିଲା। ଏବେ ଯୁବ…