Odisha Link
Bridging the Missing Links in Odisha
Browsing Tag

ISRO

ଚନ୍ଦ୍ରପୃଷ୍ଠରେ ଏକ ବର୍ଷ ବିତେଇଲା…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର। ଆମେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ସଫଳ ହୋଇଛି। ଏବେ ଭାରତ ଚନ୍ଦ୍ରପୃଷ୍ଠରେ ରହିଛି। ଇସ୍ରୋ (ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ)ର ମୁଖିଆ ଏସ୍‌ ସୋମନାଥଙ୍କ ଏହି କଥା ଶୁଣିବା ପରେ ସାରା ଦେଶ ଝୁମି ଉଠିଥିଲା। ଏହି କଥା…

ଇତିହାସ ରଚିଲା ଇସ୍ରୋ, ଏଣିକି ପୃଥିବୀର…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲା ଇସ୍ରୋ। ଆଉ ଏକ ମାଇଲଖୁଣ୍ଟ ଛୁଇଁଲା ଇସ୍ରୋ। ଆଜି ସକାଳ ୯.୧୭ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଏହି ମିଶନ ଅଧୀନରେ ଦେଶର ନୂଆ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ EOS-8 ଏବଂ ଏକ ଛୋଟ ଉପଗ୍ରହ SR-0 DEMOSAT ଉତକ୍ଷେପଣ…

ଭାରତକୁ ବଡ଼ ସଫଳତା, ପ୍ରଥମ ଘରୋଇ ମହାକାଶ…

ଓଏଲ୍‌ ବ୍ୟୁରୋ: ମହକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା। ଭାରତରେ ପ୍ରଥମ ଥର ପାଇଁ ଘରୋଇ ମହାକାଶ ସଂସ୍ଥା ଦ୍ବାରା ଶ୍ରୀହରିକୋଟା ସ୍ଥିତ ଘରୋଇ ରକେଟ ଲଞ୍ଚ ପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଅଗ୍ନିବାଣର ସଫଳ ଉତକ୍ଷେପଣ ହୋଇଛି। ସଫଳ ମହାକାଶ ପରୀକ୍ଷଣ କରିଛି ସ୍ବଦେଶୀ ଘରୋଇ ମହାକାଶ…

ଉତକ୍ଷେପଣ ହେବ ଇସ୍ରୋର ଇନ୍‌ସାଟ୍-3DS…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା।ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ।ପାଣିପାଗ ସାଟେଲାଇଟ୍ ଇନସାଟ୍ ଥ୍ରୀଡି ଏସ୍ ଉତକ୍ଷେପଣ ପାଇଁ କାଉନଡାଉନ୍ ସରି ସରି ଆସୁଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶଧାୱନ୍ ସ୍ପେଶ୍ ସେଣ୍ଟରରୁ ଶନିବାର ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ ହେବ…

ଇତିହାସ ରଚିଲା ଇସ୍ରୋ; ଏଲ୍‌ ୧ ପଏଣ୍ଟରେ…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ସୌରପୃଷ୍ଠରେ ମଧ୍ୟ ଇତିହାସ ରଚିଛି ଇସ୍ରୋ। ଭାରତର ସୋଲାର ମିଶନ୍ ଏବେ ସଫଳତା ହାସଲ କରିଛି। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂର ଲଗରାଞ୍ଜିଆନ୍‌ ପଏଣ୍ଟରେ ପହଁଞ୍ଚିଛି ଆଦିତ୍ୟ ଏଲ୍‌-୧ । ୨୦୨୩ ସେପ୍ଟେମ୍ବର ୯ତାରିଖରେ ଆଦିତ୍ୟ ଏଲ୍-୧କୁ ଆନ୍ଧ୍ରପ୍ରଦେଶର…

ଜାନୁଆରି ୬ରେ ଇସ୍ରୋକୁ ମିଳିବ ବଡ଼ ସଫଳତା!…

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍-୧’ ଜାନୁଆରି ୬ ତାରିଖରେ…

ଇସ୍ରୋକୁ ବଡ଼ ସଫଳତା; ପୃଥିବୀ କକ୍ଷକୁ…

ଓଏଲ୍‌ ବ୍ୟୁରୋ: ମହାକାଶ ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା। ଚନ୍ଦ୍ରୟାନ ଥ୍ରୀରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ଇସ୍ରୋ ସଫଳ ହୋଇଛି। ଚନ୍ଦ୍ରଯାନ ଥ୍ରୀକୁ ଚନ୍ଦ୍ର କକ୍ଷରେ ପହଞ୍ଚାଇବାରେ ସଫଳ ଭୂମିକା ନେଇଥିବା ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ…

ଆରମ୍ଭ ହେଲା ଭାରତର ଗଗନୟାନ ମିଶନ, ସକାଳେ…

ଓଏଲ୍‌ ବ୍ୟୁରୋ: ସକାଳେ ପ୍ରଥମେ ସ୍ଥଗିତ ହେଲା ଆଉ ଏବେ ସଫଳ ଉତ୍‌କ୍ଷେପଣ ହେଲା TV D1। ଏଥିସହିତ ଆରମ୍ଭ ହେଲା ଭାରରତର ଗଗନୟାନ ମିଶନ। ସକାଳେ ବୈଷୟିକ ତ୍ରୁଟି କାରଣୁ ସ୍ଥଗିତ ରହିଥିଲା ଉତ୍‌କ୍ଷେପଣ। ସଫଳତାର ସହିତ ବଙ୍ଗୋପସାଗରରେ TV D1 ଲ୍ୟାଣ୍ଡ କରିଥିବା ସୂଚନା ଦେଇଛି ଇସ୍ରୋ। ସକାଳେ ସ୍ଥଗିତ…

୫ ସେକେଣ୍ଡ ପୂର୍ବରୁ ଗଗନୟାନ ମିଶନ…

ଓଏଲ୍‌ ବ୍ୟୁରୋ: ସ୍ଥଗିତ ହେଲା ଗଗନୟାନ ମିଶନର ଉତକ୍ଷେପଣ। ମାତ୍ର ୫ ସେକେଣ୍ଡ ପୂର୍ବରୁ ଗଗନୟାନ ମିଶନର ଟ୍ରାଏଲ ଉତକ୍ଷେପଣକୁ ସ୍ଥଗିତ ରଖିଲା ଇସ୍ରୋ।ପରବର୍ତ୍ତୀ ସମୟରେ କେବେ ଉତ୍‌କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶ…

ସଫଳତା ଅଭିମୁଖେ ଇସ୍ରୋ, ଆସନ୍ତା ୨୧…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଗଗନଯାନ। ଚଳିତ ମାସ ୨୧ ତାରିଖରେ ‘ଗଗନଯାନ’ର ପରୀକ୍ଷଣ ମହାକାଶ ଉଡାଣ ଅର୍ଥାତ୍ ‘ଗଗନଯାନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧)ର ଉତ୍‌କ୍ଷେପଣ ଅନୁଷ୍ଠିତ ହେବ। ଚନ୍ଦ୍ରଯାନ ଅଭିଯାନ ସହ ଜଡିତ…