ସଫଳତା ଅଭିମୁଖେ ଇସ୍ରୋ, ଆସନ୍ତା ୨୧…
ଓଏଲ୍ ବ୍ୟୁରୋ: ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଗଗନଯାନ। ଚଳିତ ମାସ ୨୧ ତାରିଖରେ ‘ଗଗନଯାନ’ର ପରୀକ୍ଷଣ ମହାକାଶ ଉଡାଣ ଅର୍ଥାତ୍ ‘ଗଗନଯାନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧)ର ଉତ୍କ୍ଷେପଣ ଅନୁଷ୍ଠିତ ହେବ। ଚନ୍ଦ୍ରଯାନ ଅଭିଯାନ ସହ ଜଡିତ…