ଆଇଟି ସଂସ୍ଥାକୁ କରୋନା ସତର୍କତା
ଭୁବନେଶ୍ବର: କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଆଇଟି ସଂସ୍ଥାକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଟି ସଂସ୍ଥାରେ କାର୍ଯ୍ୟରତ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିଦେଶ ଗସ୍ତ କରିଥିବା କର୍ମଚାରୀଙ୍କ ନାଁ ପଞ୍ଜୀକରଣ କରିବାକୁ ମଧ୍ୟ…