ଇଟାଲିରେ ସମ୍ମାନିତ ହେଲେ ଓଡ଼ିଆ ପୁଅ…
ଭୁବନେଶ୍ବର: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ସମ୍ମାନ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ମିଳିଛି ‘ଇଟାଲିୟନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’। ଇଟାଲିର ରୋମ୍ରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଉତ୍ସବରେ ଏପରି ସମ୍ମାନରେ ସମ୍ମାନିତ…