କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ପାଇଲେ…
ଭୁବନେଶ୍ବର: ପ୍ରାପ୍ତିର ଉତ୍ତର ଦେବା ସହଜ, ଦାୟିତ୍ବର ନୁହେଁ। ପୁରସ୍କାର ମୋ ପାଇଁ ପ୍ରାପ୍ତି ନୁହେଁ, ବରଂ ଏକ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ଜଣାଶୁଣା କଥାକାର ଶୁଭ୍ରାଂଶୁ ପଣ୍ଡା। ନିଜର ଉପନ୍ୟାସ 'ଇତର' ନିମନ୍ତେ ଚତୁର୍ଥ ଅକ୍ଷୟ ଉପନ୍ୟାସ ପୁରସ୍କାର ଗ୍ରହଣ କରିବା ଅବସରରେ ସେ କହିଛନ୍ତି ଯେ ଏ…