Odisha Link
Bridging the Missing Links in Odisha
Browsing Tag

Jagannath Temple Puri

ଶ୍ରୀମନ୍ଦିର: ଏଣିକି ଶାଳୀନତା ପୋଷାକ…

ଓଏଲ୍‌ ବ୍ୟୁରୋ: ଏଣିକି ଶାଳୀନତାର ପୋଷାକ ପିନ୍ଧିବେ ଶ୍ରଦ୍ଧାଳୁ। ନଚେତ ଜଗା ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ଏଭଳି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ।…

ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ନୀତି ପ୍ରଶାସକଙ୍କ ନେତୃତ୍ବରେ ୪ଟି ଟିମ୍‌ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଦଶପଲ୍ଲା ବଡ଼ମୂଳ ବଡ଼ରାଉଳ ଠାକୁରାଣୀ ମନ୍ଦିରକୁ ଯାତ୍ରା କାଲା ଟିମ୍। ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡ଼ିଆ, ଦୀପ ଆଦି ନେଇ ଏହି ଟମ୍‌ ଯାତ୍ରା…

ସର୍ବସାଧାରଣଙ୍କ ଲାଗି ୩ରୁ ଖୋଲିବ…

ପୁରୀ: ଆସନ୍ତା ୩ ତାରିଖରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ପୁରୀ ଶ୍ରୀମନ୍ଦିର। ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଁଙ୍କୁ ଦର୍ଶନ କରି ପାରିବେ। ଏହା ପୂର୍ବରୁ ୫ ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା। ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି। କୋଭିଡ୍ କଟକଣା ଭିତରେ ପୁରୀ…

ଆଜି ସୁନାବେଶ, ମହଣ ମହଣ ସୁନାରେ ସଜେଇ…

ପୁରୀ: ସରିଲା ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା। ଆଜି ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ସୁନା ବେଶ। ଗତକାଲି ବାହୁଡା ଯାତ୍ରା ପରେ ଶ୍ରୀମନ୍ଦିର ଫେରନ୍ତା ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ଆଜି ମଧ୍ୟାନ ଧୂପ ପରେ ଆରମ୍ଭ ହେବ ସୁନାବେଶ।…

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ବିନା…

ପୁରୀ: ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିିମା। ଶ୍ରୀମନ୍ଦିର ପରିସରରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ନୀତିକାନ୍ତି। ହେଲେ ମହାମାରୀ କରୋନା ଓ ଲକ୍‌ଡାଊନ୍‌ କଟକଣା ଯୋଗୁଁ ପ୍ରଥମ ଥର ଶ୍ରୀମନ୍ଦିର ଇତିହାସରେ ଶ୍ରଦ୍ଧାଳୁଙ୍କ ବିନା ହେଉଛି ସ୍ନାନଯାତ୍ରା। ବିଳମ୍ବିତ ରାତିରୁ ପହଣ୍ଡିରେ ଚତୁର୍ଦ୍ଧା…

ସୂର୍ଯ୍ୟୋପରାଗ ପରେ ଶ୍ରୀମନ୍ଦିରରେ…

ଭୁବନେଶ୍ବର : ଚଳିତବର୍ଷର ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଇଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି। ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି…

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ପୂର୍ବାହ୍ନ୧୧ଟାରେ ମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା ହେବ। ସୂଚାନ ଅନୁସାରେ ନଭେମ୍ବର ୪ ରେ ଯେଉଁ ଶୁଣାଣି ହୋଇଥିଲା ସେଥିରେ…