ଅନୁଭବଙ୍କ ରାତିଅଧିଆ ପୋଷ୍ଟରେ ଜାଗ୍ରତି…
ଭୁବନେଶ୍ବର: ଅଭିନେତାରୁ ନେତା ସାଜିଥିବା ଅନୁଭବ ମହାନ୍ତିଙ୍କ ରାତି ଅଧିଆ ପୋଷ୍ଟକୁ ନେଇ ଚର୍ଚ୍ଚା ସରିନଥିବା ବେଳେ ତାଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ କମେଣ୍ଟକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ…