ଭୋରୁ ଭୋରୁ ଜୟପୁର ସବ୍ ଜେଲରେ ରେଡ୍
ଜୟପୁର: ଭୋରୁ ଭୋରୁ ଜୟପୁର ସବ୍ ଜେଲରେ ପୁଲିସର ଚଢ଼ାଉ। କୋରାପୁଟ ଏସପିଙ୍କ ନେତୃ୍ତ୍ବରେ ଏକ ପୁଲିସ୍ ଟିମ୍ ଭୋର୍ ୪ଟାରେ ଚଢ଼ାଉ କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ରବିବାର ଭୋର୍ ୪ଟା ବେଳେ ଏସପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସବ୍ ଜେଲରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବୋରିଗୁମ୍ମା…