Odisha Link
Bridging the Missing Links in Odisha
Browsing Tag

jaj pur

ଘର ବାଡ଼ି ପଟେ ପଡ଼ି ରହିଛି କଟା ପାପୁଲି

ଯାଜପୁର: ଘର ବାଡ଼ି ପଟୁ ମିଳିଲା କଟା ପାପୁଲି। ଏହା ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗ୍ରାମର ଦେବାଶିଷ ବେହେରାଙ୍କ ବାଡ଼ିରୁ ମିଳିଛି। ପ୍ରକାଶ ଯେ, ଆଜି ସକାଳୁ ପରିବାରର ମହିଳା ସଦସ୍ୟ ଏହାକୁ ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।…

ରୋଗୀକୁ ମେଡ଼ିକାଲରେ ପହଞ୍ଚାଇବା ପାଇଁ…

ଯାଜପୁର: ଯାଜପୁରରେ ବନ୍ୟା କମିଛି ସତ ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢୁଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବରୀ ବ୍ଲକରେ ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ପାଲଟିଛି। ଏହା ଭିତରେ ୪ ଦିନ ହେଲା ଜଳବନ୍ଦୀରେ ଥିବା ବରୀବାସୀ ଏବେ ବି ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ସାପ କାମୁଡ଼ା ରୋଗୀକୁ ମେଡିକାଲ ନେବାକୁ…

ବାଇକ୍‌କୁ ପଛରୁ ପିଟିଲା କାର୍, ୩ ଗୁରୁତର

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପ୍ ନିକଟରେ ବାଇକ୍ କୁ ପଛପଟୁ ଧକ୍କା ଦେଲା କାର୍। ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ପ୍ରକାଶ ଯେ, ଆଜି ଭୋରୁ ୧୬ ନମ୍ବର ଜାତୀୟ ରାଜପଥ…

ମା’ ବିରଜାଙ୍କ ସେବାୟତ ନିଖୋଜ, ଥାନାରେ…

ଯାଜପୁର: ମା’ ବିରଜା ଯାଜପୁରର ଅଧିଷ୍ଠାତ୍ରୀ ଦେବୀଙ୍କ ଅଙ୍ଗଲାଗି ସେବାୟତ କିଶୋର ପାଣି ଗତ ୩ ତାରିଖ ରାତିରୁ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ସେ ଅବିବାହିତ ଏବଂ ତାଙ୍କର ବୟସ ୨୮ ବର୍ଷ ବୋଲି ଜଣାଯାଇଛି। ପ୍ରତିଦିନ ସେ ନିଜ ବାଇକ୍ ଯୋଗେ କିଶୋର ପାଣି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ…

ରଙ୍ଗଶାଳା ଭଙ୍ଗା ଆରମ୍ଭ

ଯାଜପୁର: ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବିବାଦୀୟ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭଙ୍ଗା ହେଉଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳାକୁ ଭଙ୍ଗା ଯାଉଛି। ଯାଜପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ସ୍ଥାନୀୟ…

କାଲିଠାରୁ ମହିଳା ଶିଳ୍ପପତି ଗୃହବନ୍ଦୀ

ଯାଜପୁର: କାଲି ଅପରାହ୍ନରୁ ଜଣେ ମହିଳା ଶିଳ୍ପପତିଙ୍କୁ ଗୃହବନ୍ଦୀ କରାଯାଇଛି। ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଥିବା ଏକ ହୋଟେଲରେ ମହିଳା ଶିଳ୍ପପତି ରୀତା ସିଂହଙ୍କୁ  କାଲିଠାରୁ ଅଟକ ରଖାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ବକେୟା ଦରମା ଦାବିରେ  କଳିଙ୍ଗନଗରର  ମୈଥାନ ଇସ୍ପାତ କାରଖାନାର ଶତାଧିକ…

ବୋହୂକୁ ରାସ୍ତା ମଝିରେ ପିଟିବା ମହଙ୍ଗା…

ଯାଜପୁର: ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୂକୁ ତାର ସ୍ୱାମୀର ଅନୁପସ୍ଥିତିରେ ଆକ୍ରମଣ ପରେ ଗ୍ରାମବାସୀମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଲାଇ ଚଲାଇ ବୁଲାଇଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ବୋହୂ ସରୋଜିନୀ ସ୍ୱାଇଁଙ୍କୁ ମେଡିକାଲ ପଠାଇବା ସହ ଦିଅର,…