ପାଚେରି ଡେଇଁ ବିଚାରାଧୀନ କଏଦୀ ଚମ୍ପଟ୍
ଯାଜପୁର: ଗୁରୁବାର ସନ୍ଧ୍ୟାରେ ଯାଜପୁର ଉପକାରାଗାର ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଖସି ପଳାଇଛନ୍ତି। ସେ କଏଦୀଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ରାଜେଶ ମୁଣ୍ଡା।
ମିଳିଥିବା ସୂଚନା ଅନୁସାରେ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ରାଜେଶ ବିଚାରାଧୀନ କଏଦୀ ଭାବେ କାରାଗାରରେ ରହୁଥିଲେ। ଅତି ପ୍ରବଳ…