ମା’କାଳୀ ଓ ଲକ୍ଷ୍ମୀନାରାୟଣ ଭସାଣ ପାଇଁ…
ଯାଜପୁର: ୧୧ ଦିନର ପୂଜା ପରେ ଆଜି ମେଲାଣୀ ନେଉଛନ୍ତି ମା’କାଳୀ ଓ ଲକ୍ଷ୍ମୀନାରାୟଣ। ତେବେ ଆଜି ଶୁକ୍ଳପକ୍ଷ ଗୁରୁବାର ସୁଦସା ବ୍ରତ ପଡୁଥିବାରୁ ସକାଳ ୧୦.୩୦ ପରେ ଭସାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଚଳିତଥର ମୋଟ ସହରରେ ୪୦ରୁ ଅଧିକ ମୁଣ୍ମୟୀ ମୂର୍ତି ନିର୍ମାଣ ହୋଇଥିଲା। ପ୍ରଥମେ ୧…