Odisha Link
Bridging the Missing Links in Odisha
Browsing Tag

Jajpur

୨୦ ଫୁଟ୍‌ ତଳକୁ ଖସିଲା ବସ୍, ୮ ଗୁରୁତର

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଗଣ୍ଠି ଛକ ନିକଟରେ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସି ଯାଇଥିଲା। ଯାହଫଳରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ଆହତ…

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ନନ୍ଦ…

ଯାଜପୁର: ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଣୀ ଗୁରୁ ନନ୍ଦକିଶୋର ପୃଷ୍ଟି। ମଙ୍ଗଳବାର ରାତିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜକୀୟ ସମ୍ମାନ ସହ ଏହି ଶେଷକୃତ୍ୟ କରାଯାଇଛି ।…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍

ଭୁବନେଶ୍ୱର: ଜଣାଶୁଣା ଶିକ୍ଷକ, ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ସପ୍ତାହରେ ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ବାଲି ଖୋଳୁ ଖୋଳୁ ଦେଖାଗଲା ମନ୍ଦିରର…

ଯାଜପୁର: ପୂର୍ବରୁ ମହାନଦୀପଠାରୁ ପୁରୁଣା ମନ୍ଦିର ଦେଖିବାକୁ ମିଳିଥିଲା। ଏବେ ବୈତରଣୀ ନଦୀପଠାରେ ଦେଖବାକୁ ମଳିଛି ଆଉ ଏକ ମନ୍ଦିର ମୁଖଶାଳା। ଯାହାକୁ ଦେଖିବା ପାଇଁ ନଦୀପଠାରେ ଲାଗିଛି ପ୍ରବଳ ଭିଡ଼। ଘଟଣାସ୍ଥଳରେ ଦଶରଥପୁର ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ପରିଦର୍ଶନ କରିଛନ୍ତି। ମଳିଥିବା ସୂଚନା ମୁତାବିକ,…

ଯାଜପୁରରେ ଲଜ୍ଜା: ଆଦିବାସୀ ଛାତ୍ରୀଙ୍କୁ…

ଯାଜପୁର: ବିଶ୍ବ ମହିଳା ଦିବସରେ ନାରୀକୁ ସମ୍ମାନ ଓ ସୁରକ୍ଷା କଥା ଯେତେ ଚର୍ଚ୍ଚା ହେଲେ ବି ନାରୀ ସମାଜରେ ଅସୁରକ୍ଷିତ। ବୃତ୍ତି ପାଇବା ଆଶାରେ ଆସିଥିବା ଜଣେ ଆଦିବାସୀ ନାବାଳିକା ଛାତ୍ରୀ ‌ଗଣଦୁଷ୍କର୍ମର ଶିକାର ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି…

ବ୍ୟାସ ସରୋବର ମହୋତ୍ସବ ବନ୍ଦ

ଯାଜପୁର: ଚଳିତ ବର୍ଷ ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମେଳା ବନ୍ଦ ରହିବ। କରୋନାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ପୀଠରେ ରିତିନିତି ଅନୁସାରେ ଆରମ୍ଭ ହେବ। ଏହା ସହ ମେଳାରେ କୌଣସି ଦୋକାନ ଓ ବଜାର ପଡିବ…

ପିହୁ ନିଖୋଜ ମାମଲା, ମରାଗଲା ପୋଷ୍ଟର

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ପିହୁ ନିଖୋଜ ମାମଲା ୬ ମାସ ସମୟ ବିତିଯାଇଥିବା ବେଳେ ପୁଲିସ୍‌କୁ ନିଖୋଜ ପିହୁର କୌଣସି ପତ୍ତା ମିଳିପାରି ନାହିଁ‌। ଏବେ ପୁଲିସ୍‌ ତତ୍ପରତା ଦେଖାଇ ପିହୁ ଗାଁରେ ପହଞ୍ଚି ପମ୍ପ ଲଗାଇ ପୋଖରୀ ଶୁଖାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିଖୋଜ…

ପେଟ୍ରୋଲ ଦେବାକୁ ମନାକରିବାରୁ ବୋମାମାଡ,…

ଚଣ୍ଡିଖୋଲ: ପେଟ୍ରୋଲ ଦେବାକୁ ମନା କରିବାରୁ ବୋମା ମାଡ଼ କଲେ ଦୁର୍ବୃତ୍ତ। ଏଥିରେ ପେଟ୍ରୋଲ ପମ୍ପ କର୍ମଚାରୀ ଆହାତ ହୋଇଛନ୍ତି। ଏହି ଘଟଣାଟି ଯାଜପୁର ଜିଲ୍ଲା ବୈରୀଠାରେ ଶୁକ୍ରବାର ରାତି ୧୦ଟା ଘଟିଛି। ପ୍ରାକସ ଯେ, ପେଟ୍ରୋଲ ପମ୍ପ ବନ୍ଦ ହେବା ସମୟରେ ଦୁଇ ଜଣ ବ୍ୟକ୍ତି ତେଲ ପକାଇବାକୁ ଆସିଥିଲେ। ଏହି…

ଝରାଫୁଲ ହତ୍ୟା ଘଟଣା: ଘଟଣାସ୍ଥଳ…

ଯାଜପୁର: ସାରା ରାଜ୍ୟରେ ଚହଳ ପକାଇଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣା। ଏସବୁ ମଧ୍ୟରେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ବର୍ତ୍ତମାନ ଯାଜପୁର ଏସପି ଓ ସ୍ଥାନୀୟ ପୁଲିସଙ୍କୁ ସାକ୍ଷାତ କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ…

ଯାଜପୁର: ଯୁବତୀଙ୍କୁ ବିବାହ କଲେ ଯୁବତୀ,…

ଯାଜପୁର: ଯୁବତୀଙ୍କୁ ବିବାହ କଲେ ଯୁବତୀ। କିନ୍ତୁ ଏବେ ଏହି ସମଲିଙ୍ଗୀ ଦମ୍ପତି ନିଜ ସୁରକ୍ଷା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଶୁଭଲକ୍ଷ୍ମୀ ପତି (୨୨ ବର୍ଷ) ଓ ଲଷ୍ମୀପ୍ରିୟା ମିଶ୍ର (୨୧ ବର୍ଷ) ପରସ୍ପରକୁ ଭଲ ପାଇବା ପରେ ବିବାହ କରିଛନ୍ତି।…