Odisha Link
Bridging the Missing Links in Odisha
Browsing Tag

Jajpur

କରୋନା: ଯାଜପୁରରେ ଆଉ ୫ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଟୁଇଟ ଯୋଗେ ସୂଚନା ଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ। ଏହି ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଳ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ମୋଟ…

ରବିବାର ଯାଏଁ ଯାଜପୁର, ଭଦ୍ରକ, ବାଲେଶ୍ବର…

ଭୁବନେଶ୍ବର: କରୋନା ସଂକରମଣକୁ ଦୃଷ୍ଟିରେ ରଖି ତିନୋଟି ଜିଲ୍ଲାରେ ରବିବାର ଯାଏଁ ସଟ୍‌ଡାଉନ୍‌ ଜାରି କରିଛନ୍ତି ସରକାର। ଏହି ସମୟରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଆମ୍ବୁଲାନ୍ସ ଓ ସରକାରୀ ସେବା ଗାଡ଼ି ଭିନ୍ନ କୌଣସି ଗାଡ଼ି ଚାଲିବନାହି'। ଲୋକାମନେ ଆଦୌ…

ଯାଜପୁରରେ ୨ ଦିନ କର୍ଫ୍ୟୁ

ଯାଜପୁର: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ। ଜିଲ୍ଲା ସାରା ୨ ଦିନରୁ ଅଧିକ ସମୟ ଲାଗି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି (୨୩ ଏପ୍ରିଲ) ରାତି ୧୦ଟା ଠାରୁ ୨୬ ଏପ୍ରିଲ ସକାଳ ୧୦ଟା…

ଯାଜପୁର: କ୍ୱାରେଣ୍ଟାଇନରେ ରହିଲେ ୩…

ଯାଜପୁର: ରାଜ୍ୟରେ ୨ ଦିନରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରିମ ମଧ୍ୟରେ ଆଜି ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା…

ଯାଜପୁର: ସରକାରୀ ଅଧିକାରୀଙ୍କୁ ଆକ୍ରମଣ…

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଜଣେ ନିଜାମୁଦ୍ଦିନ ମର୍କାଜ ଫେରନ୍ତା ଓ ତାଙ୍କର ସହଯୋଗୀମାନେ ୨ ଜଣ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ମର୍କାଜ୍‌ ଫେରନ୍ତା ଓ ତାଙ୍କର ଆଉ ୨…

ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୫୬ ନମ୍ବର କରୋନା ପଜିଟିିଭ୍ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଦ୍ୱିତୀୟ କରୋନା…

ଲକ୍‌ଡାଉନ୍: ଯାଜପୁରରେ ଖୋଲିଲା ବହି,…

ଯାଜପୁର: ଏପ୍ରିଲ ୩୦ ଯାଏ ସାରା ରାଜ୍ୟ ଲକ୍‌ଡାଉନ୍। ଲକ୍‌ଡାଉନ୍‌ କଟକଣା ଜାରି ରହିଥିବା ବେଳେ ଯାଜପୁରରେ ଆଜିଠାରୁ ବହି ଓ ପାଠ୍ୟ ଉପକରଣ ଦୋକାନ, ଗ୍ୟାରେଜ , ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ ଖୋଲିଛି। ଏନେଇ ଗତକାଲି ଯାଜପୁର ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ…

୩ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ…

ଭୁବନେଶ୍ୱର: ଆଜି କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା…

ମିଛ ଖବର ପାଇଁ ଗିରଫ ହେଲେ ସାମ୍ବାଦିକ

ଯାଜପୁର: ମିଛ ଖବର ପ୍ରକାଶ କରିବା ଅଭିଯୋଗରେ ଦୈନିକ ସମ୍ବାଦପତ୍ର 'ସମ୍ବାଦ'ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରଶେଖର ସାହୁଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଆଜି ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ…

ଖବରକାଗଜ ପ୍ରତିନିଧିଙ୍କ ବିରୋଧରେ ପୁଲିସ…

ଯାଜପୁର: ଦୈନିକ ସମ୍ବାଦପତ୍ର 'ସମ୍ବାଦ'ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ଦଶରଥପୁର 'ସମ୍ବାଦ' ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଏହି ଖବରକୁ ହ୍ବାଟ୍ସଆପରେ…