ଅଯୋଧ୍ୟା ମାମଲା ପୁଣି ସୁପ୍ରିମକୋର୍ଟରେ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଗତ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ। ତେବେ ଆଜି(ସୋମବାର) ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇଛି। ଆଜି ରାୟର ପୁନର୍ବିଚାର ଲାଗି ଜମିୟତ ଉଲେମା-ଏ-ହିନ୍ଦ ନାମକ ମୁସଲମାନ ସଂଗଠନ…