ଜମ୍ମୁ-କଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ:…
ଜମ୍ମୁ: କରୋନା ମହାମାରୀ ସମୟରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଜମ୍ମୁ-କଶ୍ମୀର ପାଇଁ ଆଜି ଆର୍ଥିକ ପ୍ୟାକେଜ ଘୋଷଣା କରଯାଇଛି। ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିଂହ୍ନା ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।
୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଆର୍ଥିକ ସମସ୍ୟା…