୨୦୨୫ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର…
ନୂଆଦିଲ୍ଲୀ: ସାଧାରଣ ଲୋକ ଓ ଗରିବ ଲୋକ ମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବା ପାଇଁ ଭାରତ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର। ଏବେ ୨୦୨୫ ମସିହା ସୁଦ୍ଧା ଭାରତରେ ୧୦,୫୦୦ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ଧାର୍ଯ୍ୟ…