ସମ୍ବଲପୁରରେ ଜଣ୍ଡିସ୍ ଭୟ, ଆକ୍ରାନ୍ତଙ୍କ…
ଓଏଲ୍ ବ୍ୟୁରୋ: ସମ୍ବଲପୁର ସହରରେ ଭୟ ବଢ଼ାଇଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍ ହୋଇଛି। ଜିଲ୍ଲାପାଳ ସ୍ଥିତି ନିୟନ୍ତ୍ରଣାଧିନ ଥିବା କହିବା ସହ ପ୍ରଶାସନିକ ସ୍ତରରେ କଣ ଉଦ୍ୟମ କରାଯାଇଛି ତାହା ଜିଲ୍ଲାପାଳ…