Odisha Link
Bridging the Missing Links in Odisha
Browsing Tag

JawaharLal Nehru

ନେହେରୁଙ୍କ ଚିଠି ଫେରସ୍ତ ମାଗିଲା…

ଓଏଲ୍‌ ବ୍ୟୁରୋ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠି ଫେରାଇବା ପାଇଁ କଂଗ୍ରେସ ସାଂସଦଙ୍କୁ ଚିଠି ଲେଖିଲା ନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML)। ବର୍ତ୍ତମାନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ବହୁ ଚିିଠି ଏବେ କଂଗ୍ରେସ ନିକଟରେ ରହିଛି। ଉକ୍ତ…

କ୍ରିକେଟର ହେବାକୁ ଚାହୁଁଥିଲେ, ପ୍ରଥମ…

ଓଏଲ୍‌ ବ୍ୟୁରୋ: ଆଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ନଭେମ୍ବର ୧୪ ତାରିଖକୁ ପ୍ରତିବର୍ଷ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଆଜିର ଦିନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା…