କରୋନା ଘରୋଇ ଚିକିତ୍ସା ପାଇଁ ସରକାର…
ଭୁବନେଶ୍ୱର: କରୋନା ମହାମାରି କମିବାର ନାଁ ଧରୁନି । ଏହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହିତ ଭ୍ୟାକସିନ୍ କେବେ ବାହାରିବ ତାହା ଜଣା ପଡ଼ି ନାହିଁ ।
କରୋନାରୁ ସତର୍କ ରହିବା ପାଇଁ ଡାକ୍ତର ମଧ୍ୟ ବିଭିନ୍ନ ପରାମର୍ଶ ଦେଉଛନ୍ତି। ତେବେ ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଏକ ଖାସ୍…