ପୁରସ୍କାର ଗ୍ରହଣ କରି ଏମିତି କିଛି କହିଲି…
ଓଏଲ୍ ବ୍ୟୁରୋ: ମୋ ସମୟ ଆଉ ନାହିଁ। ଆଜିବି ମୋତେ ପୁର ପଲ୍ଲୀରୁ ଲୋକ ଫୋନ କରନ୍ତି ଆଉ ପଚାରନ୍ତି ଜୟୀ ଭାଇ ତୁମେ ଆଉ କାହିଁ ସିନେମାରେ ଦେଖା ଦେଉନ। ମୁଁ ଆଉ କ'ଣ କହିବି। ସେ ସମୟ ଆଉ ନାହିଁ। ହେଲେ ନୂଆ ସରକାର ଆସିବା ପରେ ଏହି ଉତ୍ସବ ପାଳନ ହେଉଛି। ଲାଗୁଛି ଓଡ଼ିଆ ସିନେମା ଶିଳ୍ପ ପାଇଁ ବହୁତ୍ କିଛି…