ଓଡ଼ିଆ ସମେତ ୧୩ଟି ଭାଷାରେ ହେବ JEE…
ଓଏଲ୍ ବ୍ୟୁରୋ : ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ପରୀକ୍ଷାର କାର୍ଯ୍ୟ ସୂଚୀ ପ୍ରକାଶ ପାଇଛି। ଏଥର ଓଡ଼ିଆ ଭାଷାରେ JEE ମେନ ପରୀକ୍ଷା ହେବ। ଏଥିସହିତ ଆହୁରି ୧୨ଟି ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ସର୍ବଭାରତୀୟ ସ୍ତରରେ ଇଂଜିନିୟରିଂ ପାଠ୍ୟକ୍ରମ…