Odisha Link
Bridging the Missing Links in Odisha
Browsing Tag

JEE Main Exam

ଆଜିଠୁ ତୃତୀୟ ପର୍ଯ୍ୟାୟ ଜେଇଇ୍ ମେନ୍…

ଭୁବନେଶ୍ୱର: ଆଜିଠୁ ତୃତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ଆରମ୍ଭ। ୨୭ ତାରିଖ ଯାଏଁ ଚାଲିବ ପରୀକ୍ଷା। ଏପଟେ ଆଜି ବାହୁଡ଼ା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ସେମାନଙ୍କୁ କର୍ଫ୍ୟୁ…

ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ…

ଭୁବନେଶ୍ୱର: ଆଜିଠୁ ଦେଶର ୩୩୧ଟି ସହରରେ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା। ଏହି ପରୀକ୍ଷା ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ NTA ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି। କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ ବା CBT ମାଧ୍ୟମରେ ପରୀକ୍ଷା…

ଆଜି ଠାରୁ JEE ମେନ୍ ପରୀକ୍ଷା

ଭୁବନେଶ୍ୱର : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ୍ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ। ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ପରୀକ୍ଷା ହେବ। ବେଷ୍ଟ…

୪ଟି ପର୍ଯ୍ୟାୟରେ ହେବ JEE (ମେନ୍)…

ନୂଆଦିଲ୍ଲୀ: ୨୦୨୧ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଜି ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍‌ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ୨୦୨୧ JEE (ମେନ୍) ପରୀକ୍ଷା ୪ଟି ସେସନ୍‌ରେ ହେବ। ୨୦୨୧ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ୍‌ ଓ ମେ' ରେ ହେବ JEE (ମେନ୍)…

କରୋନା କଟକଣା ଭିତରେ ଆଜିଠୁ ଜେଇଇ ମେନ୍‌…

ଭୁବନେଶ୍ୱର : କରୋନା କଟକଣା ଭିତରେ ଆଜିଠୁ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଆରମ୍ଭ। ଏହି ପରୀକ୍ଷା ଆସନ୍ତା ୬ ତାରିଖ ଯାଏଁ ଚାଲିବ। ଚଳିତ ବର୍ଷ ଜାତୀୟସ୍ତରରେ ୯,୫୩, ୪୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରି ଥିବାବେଳେ ରାଜ୍ୟରୁ ୩୮,୨୩୬ ଜଣ ବିଦ୍ୟାର୍ଥୀ ଅଛନ୍ତି। ତେବେ କମ୍ପ୍ୟୁଟର…

ଓଡ଼ିଶା ମୋ ପରିବାର ପକ୍ଷରୁ ହେଲ୍‍ପ…

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଜେଇଇ ମେନ୍‌ ପରୀକ୍ଷା। ସେପ୍ଟେମ୍ବର ୧ ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପରୀକ୍ଷା। ଭୟଙ୍କର ବନ୍ୟା ପରିସ୍ଥିତି ଏବଂ କରୋନା ମହାମାରୀ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାର୍ଥୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପରୀକ୍ଷାସ୍ଥଳରେ ପହଞ୍ଚିବାରେ ବିଭିନ୍ନ ପ୍ରକାର…