ଟ୍ରକ୍ ଜିପ୍ ମୁହାଁମୁହିଁ : ୧୧ମୃତ
ଯୋଧପୁର: ରାଜସ୍ଥାନ ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯୋଧପୁର ଜିଲ୍ଲା ବାଲେତରା-ଫୌଲେଦି ରାଜମାର୍ଗରେ ଟ୍ରକ-ଜିପ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ…