ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ
ଭୁବନେଶ୍ବର: ବିଜେଡ଼ି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ଏନେଇ ବାଲେଶ୍ବରରେ ଏକ ପ୍ରେସମିଟିରେ ନିଜର ଇସ୍ତଫା ପତ୍ର ଘୋଷଣା କରିଛନ୍ତି ଜୀବନ। ଜୀବନ ପ୍ରେସମିଟିରେ କହିଛନ୍ତି ଯେ, ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଲି। ଉପନିର୍ବାଚନରେ ଯାହା ଦାୟିତ୍ବ…