Odisha Link
Bridging the Missing Links in Odisha
Browsing Tag

Jhalaka River

ବିପଦ ସଂକେତ ଟପିଲା ଜଳକା ନଦୀ

ବାଲେଶ୍ବର : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢ଼ୁଛି। ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଦୁଇ ଦିନ ହେବ ଲଗାଣ ବର୍ଷା…

ଲଘୁଚାପ ବର୍ଷା : ଜଳକା ଛଡ଼ା ଅନ୍ୟ ନଦୀରେ…

ଭୁବନେଶ୍ୱର: ଲଘୁଚାପ ବର୍ଷାରେ କେବଳ ଜଳକା ନଦୀରେ ବନ୍ୟା ସ୍ଥିତି ଅଛି। ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ବର୍ଷା ଓ ସମ୍ଭାବ୍ୟ ବନ୍ୟା ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଯେ, ଜଳକା ଛଡ଼ା ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି। ହୀରାକୁଦ ଡ୍ୟାମର…