ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ…
ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହେବ। ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ କରୁଛି। ଏହି ବିମାନଟି କୋଲକାତାରୁ ଦିନ ୧୧.୪୫ରୁ ବାହାରି ଝାରସୁଗୁଡ଼ରେ ୧.୧୫ରେ ପହଞ୍ଚିଛି। ପୁଣି ଏହି ବିମାନ…