ଆଜି ମୋଦି-ଜିନ୍ପିଙ୍ଗ ଭେଟଘାଟ, ୫ ବର୍ଷ…
ଓଏଲ୍ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଜଟିଳ ପରିସ୍ଥିତି ଲାଗି ରହିଛି। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଯାହା ଉପରେ ସାରା ବିଶ୍ବର ନଜର ରହିଛି। ସବୁଠୁ ବଡ଼କଥା ହେଲା ୫ ବର୍ଷ ପରେ ଭାରତ-ଚୀନ…