ଓଡ଼ିଶା ଟେଲିକମ୍ ବଜାରରେ ଜିଓର ରାଜସ୍ୱ…
ଭୁବନେଶ୍ୱର: ସବୁଠୁ ପସନ୍ଦର ଟେଲିକମ୍ କଂପାନି ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୧.୮% ବଜାର ଅଂଶ ହାସଲ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ…