ଅମ୍ବାନୀଙ୍କ ବଡ଼ ଘୋଷଣା, ଗଣେଶ ପୂଜାରେ…
ମୁମ୍ବାଇ: ରିଲିୟାନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା। କମ୍ପାନୀର ୪୪ ତମ ବାର୍ଷିକ ସମ୍ମିଳନୀରେ ଭାରତକୁ ୨ଜି ମୁକ୍ତ ଓ ୫ଜି ଯୁକ୍ତ କରିବାକୁ ସଂକଳ୍ପ ନେଇଥିବା ଅମ୍ବାନୀ କମ୍ପାନୀର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ବଜାରରେ ଜିଓଫୋନ୍ ନେକ୍ସଟ୍ ନାଁରେ ଏକ ମୋବାଇଲ…