ଓଡ଼ିଶା କଲ୍ଚରାଲ୍ ସର୍କଲ ଅଧ୍ୟକ୍ଷ ହେଲେ…
ଭୁବନେଶ୍ବର: ହାରୋର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍ ସିଏମ୍ଡି ଜେକେ ମହାନ୍ତି ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍ଚରାଲ୍ ସର୍କଲ(ଓସିସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୪ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ଭାବେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଦାୟିତ୍ବ…