୨ ବର୍ଷରେ ୧ ଲକ୍ଷ କେନ୍ଦ୍ର ସରକାରୀ…
ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା ବେକାରୀ ସମସ୍ୟାକୁ କିଛି ମାତ୍ରାରେ କମାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସରକାର ନୂଆ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦଳମାନେ କହୁଥିବାବେଳେ ସରକାର ଆଜି କହିଛନ୍ତି ଯେ କେନ୍ଦ୍ର ସରକାରୀ ବିଭାଗ ଗୁଡ଼ିକରେ ମୋଟ ୬.୮୪ ଲକ୍ଷ ଖାଲି…