ମୋଦୀ ନୁହେଁ, ଯୋଗୀଙ୍କୁ ନେଇ ହେବ ଉତ୍ତର…
ନୂଆଦିଲ୍ଲୀ: ୨୦୨୨ରେ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏହାର ବର୍ଷକ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଜେପି ଆରମ୍ଭ କରିସାରିଛି ଅଙ୍କକଷା। ଅନ୍ୟପଟେ ଉତ୍ତରପ୍ରଦେଶରେ ଆରଏସଏସ୍ ଓ ବିଜେପି ନେତାଙ୍କ ବ୍ୟାକ୍ ଟୁ ବ୍ୟାକ୍ ବୈଠକ ହେବାରେ ଲାଗିଛି। ଏବେଠୁ…