କରୋନା ଭାଇରସ ବିରୋଧରେ ପ୍ରଭାବୀ…
ୱାଶିଂଟନ: କରୋନା ଭାଇରସ ବିରୋଧରେ ପ୍ରଭାବୀ ଓ ନିରାପଦ ସାବ୍ୟସ୍ତ ହୋଇଛି ଜନସନ୍ ଆଣ୍ଡ ଜନସନ୍ ଟିକା। ଏହା ଆମେରିକାର ଔଷଧ ନିୟାମକ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ କହିଛି। ଗୁରୁତର ସଂକ୍ରମଣ କ୍ଷେତ୍ରରେ ଏହା ୮୫% ପ୍ରଭାବଶାଳୀ ।
ଏହି ଟିକା ଭାଇରସର ବିଭିନ୍ନ ଭାରିଆଣ୍ଟ ଉପରେ ଏହା ୬୬%…